ନିୟତ କରିବା Niyata karibā

  • ଦେ. କ୍ରି — ଧର୍ମ ଅନୁସାରେ କାର୍ଯ୍ୟ କରିବା — To act according to righteousness
  • ଦେ. କ୍ରି — ଏକମାତ୍ର ଧର୍ମାନୁମୋଦିତ ପନ୍ଥାକୁ ଅବଲମ୍ବନ କରିବା — To stick to the righteous path
  • ଦେ. କ୍ରି — ମନରେ ସତ୍ସଂକଳ୍ପ କରିବା — To form righteous resolution in the mind
  • ଦେ. କ୍ରି — ଦେବତାଙ୍କ ଉଦ୍ଦେଶ୍ୟରେ ମାନସିକ କରିବା — To make a religious vow