ନିହାତି Nihāti
- ବୈଦେ. ଅ. (ଆ. ନିହାୟତ୍=ଆଧିକ୍ୟ) — ଅତ୍ୟନ୍ତ; ଅତ୍ୟଧିକ — Excessive
- ବୈଦେ. ଅ. (ଆ. ନିହାୟତ୍=ଆଧିକ୍ୟ) — ଅତି; ନିତାନ୍ତ — Very; very much; extremely; excessively
- ବୈଦେ. ଅ. (ଆ. ନିହାୟତ୍=ଆଧିକ୍ୟ) — ଚାରିଟାକୁ ଚାରିଟା ଅସୁର ନିହାତି ମୂର୍ଖ। ଫକୀରମୋହନ, ଛମାଣଆଠଗୁଣ୍ଠ।
- ବୈଦେ. ଅ. (ଆ. ନିହାୟତ୍=ଆଧିକ୍ୟ) — ପରିଶେଷରେ — At last; finally
- ବୈଦେ. ଅ. (ଆ. ନିହାୟତ୍=ଆଧିକ୍ୟ) — ନିଶ୍ଚିତ ଭାବରେ — Certainly
- ବୈଦେ. ଅ. (ଆ. ନିହାୟତ୍=ଆଧିକ୍ୟ) — ନିତାନ୍ତ ପକ୍ଷରେ — At all
- ଦେ. ବିଣ. — ନଗଣ୍ୟ — Insignificant
- ଦେ. ବିଣ. — ଅଯୋଗ୍ୟ — Unfit
- ଦେ. ବିଣ. — ଯତ୍ପରୋନାସ୍ତି; ଅତ୍ୟଧିକ — Excessive; too much; very much