ନିହନ୍ତା Nihantā
- ସଂ. ବିଣ. ପୁଂ (ନି+ହନ୍ ଧାତୁ=ବଧ କରିବା+କର୍ତ୍ତୃ. ତୃ= ନିହନ୍ତୃ; 1 ମା. 1 ବ) — ଘାତକ; ହନନକାରୀ; ବିନାଶକ — Killing; destroying; slaughtering
- ସଂ. ବିଣ. ପୁଂ (ନି+ହନ୍ ଧାତୁ=ବଧ କରିବା+କର୍ତ୍ତୃ. ତୃ= ନିହନ୍ତୃ; 1 ମା. 1 ବ) — ଦୁଷ୍ଟମାନଙ୍କର ଅଟନ୍ତି ସେ ନିହନ୍ତା। କୃଷ୍ଣସିଂହ. ମହାଭାରତ ଉଦ୍ଯୋଗ।