ନିହଙ୍ଗୀ Nihaṅgī

  • ଦେ. ବି. (ସଂ. ନିଃସଙ୍ଗ) — ବୈଷ୍ଣବମାନଙ୍କ ସମ୍ପ୍ରଦାୟବିଶେଷ — A class of Bai̱shṇabas who do not marry; celibate anchorites
  • ଦେ. ବି. (ସଂ. ନିଃସଙ୍ଗ) — [ଦ୍ର—ଏମାନେ ବିବାହ କରନ୍ତି ନାହିଁ। ]
  • ଦେ. ବିଣ — ଯାବଜ୍ଜୀବନ ଅବିବାହିତ (ବୈଷ୍ଣବ); ଚିରକୁମାର — Celibate; observing celibacy