ନିସ୍ପୃହା Nispṛuhā

  • ସଂ. ବି. (ନିର୍+ସ୍ପୃହା) — ସ୍ପୃହାର ଅଭାବ — Want of hankering
  • ସଂ. ବି. (ନିର୍+ସ୍ପୃହା) — ତିଶି; ପେଶୁ — Linseed
  • ସଂ. ବିଣ. ସ୍ତ୍ରୀ. (ନିଷ୍ପୃହ+ସ୍ତ୍ରୀ. ଆ) — ନିସ୍ପୃହର ସ୍ତ୍ରୀଲିଙ୍ଗ — Feminine of Nispṛuha