ନିସ୍ତ୍ରିଂଶ Nistriṁṡa

  • ସଂ. ବି.—(ନିର୍+ତ୍ରିଂଶତ୍+ଅ) — 30 ଆଙ୍ଗୁଳରୁ ଅଧିକ ଲମ୍ବ ଶସ୍ତ୍ର; ଖଡ୍ଗ — 30ଆଙ୍ଗୁଳରୁ ଅଧିକ ଲମ୍ବ ଶସ୍ତ୍ର; ଖଡ୍ଗ—A sword measuring more than 30 digits; scimitar
  • ସଂ. ବିଣ. — ନିର୍ଦ୍ଦୟ (ହି. ଶ.) — Unkind