ନିସ୍ତେଜ Nisteja
- ଦେ. ବିଣ.—(ସଂ. ନିସ୍ତେଜାଃ) — ତେଜୋହୀନ; ଅପ୍ରଭ — Lustreless
- ଦେ. ବିଣ.—(ସଂ. ନିସ୍ତେଜାଃ) — ଦୁର୍ବଳ — Feeble; weak
- ଦେ. ବିଣ.—(ସଂ. ନିସ୍ତେଜାଃ) — ସ୍ଫୁର୍ତ୍ତିହୀନ — Without vigour
- ଦେ. ବିଣ.—(ସଂ. ନିସ୍ତେଜାଃ) — ପ୍ରଭାବଶୂନ୍ୟ — Spiritless
- ଦେ. ବିଣ.—(ସଂ. ନିସ୍ତେଜାଃ) — ନିର୍ବୀର୍ଯ୍ୟ — Impotent
- ଦେ. ବିଣ.—(ସଂ. ନିସ୍ତେଜାଃ) — ଅତୀକ୍ଷ୍ଣ; ମୁଣ୍ଡା — Blunt
- ଦେ. ବିଣ.—(ସଂ. ନିସ୍ତେଜାଃ) — ଅନୁଜ୍ଜ୍ୱଳ — Gloomy; not bright