ନିସ୍ତେଜାଃ Nistejāḥ

  • ସଂ. ବିଣ., (ବହୁବ୍ରୀହି; ନିର୍+ତେଜସ୍) — ତେଜୋହୀନ — Vigourless; destitute of energy
  • ସଂ. ବିଣ., (ବହୁବ୍ରୀହି; ନିର୍+ତେଜସ୍) — ପ୍ରଭାବଶୂନ୍ୟ — Spiritless
  • ସଂ. ବିଣ., (ବହୁବ୍ରୀହି; ନିର୍+ତେଜସ୍) — ଦୀପ୍ତିଶୂନ୍ୟ — Lustreless; devoid of lustre
  • ସଂ. ବିଣ., (ବହୁବ୍ରୀହି; ନିର୍+ତେଜସ୍) — ଭୀରୁ — Coward
  • ସଂ. ବିଣ., (ବହୁବ୍ରୀହି; ନିର୍+ତେଜସ୍) — ଅବସନ୍ନ — Pulled down; dull
  • ସଂ. ବିଣ., (ବହୁବ୍ରୀହି; ନିର୍+ତେଜସ୍) — ଦୁର୍ବଳ — Weak