ନିସ୍ତୁଷ Nistusha

  • ସଂ. ବିଣ. (ବହୁବ୍ରୀହି; ନିର୍+ତୁଷ) — ତୁଷ ମୁକ୍ତ — Freed from chaff
  • ସଂ. ବିଣ. (ବହୁବ୍ରୀହି; ନିର୍+ତୁଷ) — ପାଛୁଡ଼ା ହୋଇ ଅଗାଡ଼ି ସଫା ହୋଇଥିବା — Husked; cleansed
  • ସଂ. ବିଣ. (ବହୁବ୍ରୀହି; ନିର୍+ତୁଷ) — ନିର୍ମଳ — Clean; cleansed