ନିସ୍ତୀର୍ଣ୍ଣ Nistīrṇṇa

  • ସଂ. ବିଣ.—(ନିର+ତୃ ଧାତୁ+କର୍ତ୍ତୃ. ତଃ) — ପାରହୋଇ ଯାଇଥିବା — Crossed over
  • ସଂ. ବିଣ.—(ନିର+ତୃ ଧାତୁ+କର୍ତ୍ତୃ. ତଃ) — ମୁକ୍ତ; ଉଦ୍ଧାର ପାଇଥିବା — Delivered; liberated
  • ସଂ. ବିଣ.—(ନିର+ତୃ ଧାତୁ+କର୍ତ୍ତୃ. ତଃ) — ରକ୍ଷା ପାଇଥିବା — Saved; rescued