ନିସ୍ତାରଣ Nistāraṇa

  • ସଂ. ବି.—(ନିର୍+ତୃ ଧାତୁ ଣିଚ=ପାର କରିବା=ଭାବ. ଅନ) — ଉଦ୍ଧାରକରଣ — Delivering; rescuing
  • ସଂ. ବି.—(ନିର୍+ତୃ ଧାତୁ ଣିଚ=ପାର କରିବା=ଭାବ. ଅନ) — ଖଲାସ କରିବା — Acquitting
  • ସଂ. ବି.—(ନିର୍+ତୃ ଧାତୁ ଣିଚ=ପାର କରିବା=ଭାବ. ଅନ) — ରକ୍ଷାକରଣ — Preserving