ନିସ୍ତାରକ Nistāraka

  • ସଂ. ବିଣ. ପୁଂ—(ନିର୍+ତୃ ଧାତୁ+କର୍ତ୍ତୃ. ଅକ) — ତ୍ରାଣକର୍ତ୍ତା — Delivering
  • ସଂ. ବିଣ. ପୁଂ—(ନିର୍+ତୃ ଧାତୁ+କର୍ତ୍ତୃ. ଅକ) — ରକ୍ଷାକାର୍ତ୍ତା — Preserving
  • ସଂ. ବି. — ତ୍ରାଣକାରୀ ବ୍ୟକ୍ତି — Savior
  • ସଂ. ବି. — ରକ୍ଷାକାରୀ ବ୍ୟକ୍ତି — Preserver