ନିସ୍ତାଇବା Nistāibā

  • ପ୍ରାଦେ. (ସମ୍ବଲପୁର) କ୍ରି—(ସଂ. ନିସ୍ତେଜାଃ) — ନିସ୍ତେଜ ହେବା — To grow or become dull