ନିସ୍ତରିବା Nistaribā

  • ଦେ. କ୍ରି.—(ନିର୍+ତୃ ଧାତୁ) — ପାର ହେବା — To cross over
  • ଦେ. କ୍ରି.—(ନିର୍+ତୃ ଧାତୁ) — ଏ କଥା ଏକମନେ ଶୁଣି, ନିସ୍ତର ଦୁଃଖ ତରଙ୍ଗିଣୀ। ଜଗନ୍ନାଥ , ଭାଗବତ।
  • ଦେ. କ୍ରି.—(ନିର୍+ତୃ ଧାତୁ) — ଉଦ୍ଧାର ପାଇବା — To be delivered
  • ଦେ. କ୍ରି.—(ନିର୍+ତୃ ଧାତୁ) — ମୁକ୍ତି ପାଇବା — To be liberated
  • ଦେ. କ୍ରି.—(ନିର୍+ତୃ ଧାତୁ) — ମୋକ୍ଷଗତି ପ୍ରାପ୍ତ ହେବା — To attain salvation
  • ଦେ. କ୍ରି.—(ନିର୍+ତୃ ଧାତୁ) — କି କରିବି କାହିଁ ଯିବି. କେମନ୍ତେ ହେ ନିସ୍ତରିବି। ମଧୁସୂଦନ. ସଙ୍ଗୀତମାଳା।