ନିସ୍ତରଙ୍ଗ Nistaraṅga

  • ସଂ. ବିଣ (ବହୁବ୍ରୀହି; ନିର୍+ତରଙ୍ଗ) — ତରଙ୍ଗହୀନ — Waveless
  • ସଂ. ବିଣ (ବହୁବ୍ରୀହି; ନିର୍+ତରଙ୍ଗ) — ନିସ୍ତରଙ୍ଗ ହ୍ରଦପରି ଗମ୍ଭୀର ମୂରତି 'ନ୍ୟାୟଦେବ'— ରାଧାନାଥ, ମହାଯାତ୍ରା।