ନିସ୍ତବ୍ଧ Nistabdha

  • ସଂ. ବିଣ. (ନି+ସ୍ତନ୍ଭ ଧାତୁ=ସ୍ଥିର ହେବା+କର୍ତ୍ତୃ. ତ) — ନିସ୍ପନ୍ଦ; ନିଶ୍ଚଳ — Motionless; still; fixed
  • ସଂ. ବିଣ. (ନି+ସ୍ତନ୍ଭ ଧାତୁ=ସ୍ଥିର ହେବା+କର୍ତ୍ତୃ. ତ) — ଜଡ଼ବତ୍; ଚଳତ୍ଶକ୍ତି ରହିତ — Paralysed; numbed
  • ସଂ. ବିଣ. (ନି+ସ୍ତନ୍ଭ ଧାତୁ=ସ୍ଥିର ହେବା+କର୍ତ୍ତୃ. ତ) — ନୀରବ; ନିଃଶବ୍ଦ — Silent; still
  • ସଂ. ବିଣ. (ନି+ସ୍ତନ୍ଭ ଧାତୁ=ସ୍ଥିର ହେବା+କର୍ତ୍ତୃ. ତ) — ସ୍ତମ୍ଭିତ — Benumbed; stopped
  • ସଂ. ବିଣ. (ନି+ସ୍ତନ୍ଭ ଧାତୁ=ସ୍ଥିର ହେବା+କର୍ତ୍ତୃ. ତ) — ଲାଠି ଲାଠି ହୋଇଥିବା — Stiffened