ନିସ୍ତନ୍ଦ୍ର Nistandra

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ତନ୍ଦ୍ରା) — ଅତନ୍ଦ୍ରିତ; ଅନିଦ୍ର — Sleepless
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ତନ୍ଦ୍ରା) — ଅନଳସ — Vigilant; diligent
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ତନ୍ଦ୍ରା) — ବଳବାନ୍ (ହି. ଶ.) — Strong