ନିଷ୍ଫଳି Nishphaḻi

  • ସଂ. ବି. — ଅସ୍ତ୍ରମାନଙ୍କୁ ନିଷ୍ଫଳ କରିବା ଅସ୍ତ୍ର (ହି. ଶ.) — A weapon which makes other weapons futile
  • ସଂ. ବି. — [ଦ୍ର—ବିଶ୍ୱାମିତ୍ର ରାମ ଲକ୍ଷ୍ମଣଙ୍କୁ ଆପଣା ସଙ୍ଗେ ବନକୁ ନେବା ବେଳେ ରାମଚନ୍ଦ୍ରଙ୍କୁ ଅନ୍ୟ ଅସ୍ତ୍ରମାନଙ୍କ ସହିତ ଏହି ଅସ୍ତ୍ର ପ୍ରଦାନ କରିଥିଲେ। ହି. ଶବ୍ଦସାଗର।]