ନିଷ୍ଫଳା Nishphaḻā
- ସଂ. ବି. ସ୍ତ୍ରୀ (ନିଷ୍ଫଳ+ ସ୍ତ୍ରୀ. ଆ) — ବନ୍ଧ୍ୟା ନାରୀ — A barren woman
- ସଂ. ବି. ସ୍ତ୍ରୀ (ନିଷ୍ଫଳ+ ସ୍ତ୍ରୀ. ଆ) — ନିବୃତ୍ତ ରଜସ୍ୱା ନାରୀ — A woman past child-bearing or menstruation
- ସଂ. ବି. ସ୍ତ୍ରୀ (ନିଷ୍ଫଳ+ ସ୍ତ୍ରୀ. ଆ) — [ଦ୍ର—ସାଧାରଣତଃ 50 ଠାରୁ 55 ବର୍ଷ ବୟସ ପରେ ସ୍ତ୍ରୀମାନଙ୍କର ମାସିକ ରଜଃସ୍ରାବ ବନ୍ଦ ହୁଏ।] — [ଦ୍ର—ସାଧାରଣତଃ50ଠାରୁ55ବର୍ଷ ବୟସ ପରେ ସ୍ତ୍ରୀମାନଙ୍କର ମାସିକ ରଜଃସ୍ରାବ ବନ୍ଦ ହୁଏ]
- ସଂ. ବିଣ. ସ୍ତ୍ରୀ — ନିଷ୍ଫଳର ସ୍ତ୍ରୀ ଲିଙ୍ଗ — Feminine of Nishphaḻa
- ଦେ. ବିଣ (ସଂ. ନିଷ୍ଫଳ) — ନିଷ୍ଫଳ (ଦେଖ) — Nishphaḻa (See)