ନିଷ୍ପ୍ରୟୋଜନ Nishprayojana
- ସଂ. ବି. (ବହୁବ୍ରୀହି; ନିର୍+ ପ୍ରୟୋଜନ) — ଅନର୍ଥକ; ଅକାରଣ — Causeless groundless
- ସଂ. ବି. (ବହୁବ୍ରୀହି; ନିର୍+ ପ୍ରୟୋଜନ) — ବ୍ୟର୍ଥ; ବୃଥା — Serving no purpose needless; unnecessary; useless
- ସଂ. ବି. (ବହୁବ୍ରୀହି; ନିର୍+ ପ୍ରୟୋଜନ) — ଉଦ୍ଦେଶ୍ୟ ହୀନ — Having no intention; aimless