ନିଷ୍ପ୍ରଭ Nishprabha

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ ପ୍ରଭା= ତେଜ) — ପ୍ରଭା ବା ଦୀପ୍ତିହୀନ; ତେଜୋହୀନ — Deprived of splendour or radiance
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ ପ୍ରଭା= ତେଜ) — ନିଷ୍ପ୍ରତିଭ — Dull; stupid