ନିଷ୍ପ୍ରବାଣି Nishprabāṇi

  • ସଂ. ବିଣ. (ବହୁବ୍ରୀହି; ନିର୍=ନିର୍ଗତ+ପ୍ରବାଣି=ତନ୍ତୁବାୟ ଶଳାକା) — ତନ୍ତରୁ ନୂତନ ବହିର୍ଗତ; ତନ୍ତନିର୍ମକ୍ତ (ବସ୍ତ୍ର); ନବ (ବସ୍ତ୍ର) — New and unbleached (cloth); recently woven (cloth)