ନିଷ୍ପ୍ରଦୀପ Nishpradīpa

  • ସଂ. ବିଣ. (ବହୁବ୍ରୀହି; ନିର୍+ପ୍ରଦୀପ) — ପ୍ରଦୀପହୀନ — Without a lamp, not lighted by a lamp
  • ସଂ. ବିଣ. (ବହୁବ୍ରୀହି; ନିର୍+ପ୍ରଦୀପ) — ଆଲୋକହୀନ; ଅନ୍ଧକାର — Dark; without a light