ନିଷ୍ପେଷ Nishpesha

  • ସଂ. ବି. (ନିର୍+ ପିଷ୍ ଧାତୁ+ ଭାବ. ଅ) — ଘର୍ଷଣ — Friction
  • ସଂ. ବି. (ନିର୍+ ପିଷ୍ ଧାତୁ+ ଭାବ. ଅ) — ପେଷଣ; କାଟିବା — Rubbing; pressing; bruising
  • ସଂ. ବି. (ନିର୍+ ପିଷ୍ ଧାତୁ+ ଭାବ. ଅ) — ଚୂରିବା; ଚୂର୍ଣ୍ଣନ — Pounding; grinding; pulverising