ନିଷ୍ପେଷକ Nishpeshaka

  • ସଂ. ବିଣ. ପୁଂ. (ନିର୍+ ପିଷ୍ ଧାତୁ= ପେଷିବା+ କର୍ତ୍ତୃ. ଅକ) — ଅତ୍ୟାଚାରୀ — Oppressing
  • ସଂ. ବିଣ. ପୁଂ. (ନିର୍+ ପିଷ୍ ଧାତୁ= ପେଷିବା+ କର୍ତ୍ତୃ. ଅକ) — ଚୂର୍ଣ୍ଣକାରୀ — Pounding
  • ସଂ. ବିଣ. ପୁଂ. (ନିର୍+ ପିଷ୍ ଧାତୁ= ପେଷିବା+ କର୍ତ୍ତୃ. ଅକ) — ବାଟୁଥିବା — Bruis