ନିଷ୍ପୁରୁଷ Nishpurusha

  • ସଂ. ବିଣ. ପୁଂ. (ନିର୍+ ପୁରୁଷ; ବହୁବ୍ରୀହି) — ନପୁଂସକ — Eunoch
  • ସଂ. ବିଣ. ପୁଂ. (ନିର୍+ ପୁରୁଷ; ବହୁବ୍ରୀହି) — କାପୁରୁଷ — Coward