ନିଷ୍ପୀଡ଼ିତ Nishpīṟḍ̠ita

  • ସଂ. ବିଣ. (ନିର୍+ ପୀଡ଼୍ ଧାତୁ+ କର୍ମ. ତ) — ଚୁପୁଡ଼ାଯାଇଥିବା — Squeezed; wrung
  • ସଂ. ବିଣ. (ନିର୍+ ପୀଡ଼୍ ଧାତୁ+ କର୍ମ. ତ) — ଚୂରାଯାଇଥିବା — Ground to powder; pulverised
  • ସଂ. ବିଣ. (ନିର୍+ ପୀଡ଼୍ ଧାତୁ+ କର୍ମ. ତ) — ଅତ୍ୟାଚାରିତ — Oppressed