ନିଷ୍ପୀଡ଼ନ Nishpiṟḍ̠ana
- ସଂ. ବି. (ନିର୍+ ପୀଡ଼୍ ଧାତୁ= କ୍ଳେଶଦେବା+ ଭାବ. ଅନ) — ଚିପୁଡ଼ିବା — Act of squeezing or wringing out
- ସଂ. ବି. (ନିର୍+ ପୀଡ଼୍ ଧାତୁ= କ୍ଳେଶଦେବା+ ଭାବ. ଅନ) — ମର୍ଦ୍ଦନ; ନିଷ୍ପେଷଣ; ବାଟିବା — Pressing; pounding
- ସଂ. ବି. (ନିର୍+ ପୀଡ଼୍ ଧାତୁ= କ୍ଳେଶଦେବା+ ଭାବ. ଅନ) — ଚୂରିବା — Pulverising; grinding
- ସଂ. ବି. (ନିର୍+ ପୀଡ଼୍ ଧାତୁ= କ୍ଳେଶଦେବା+ ଭାବ. ଅନ) — ଅତ୍ୟାଚାର; ଜୁଲମ — Oppression
- ସଂ. ବି. (ନିର୍+ ପୀଡ଼୍ ଧାତୁ= କ୍ଳେଶଦେବା+ ଭାବ. ଅନ) — କଠୋରତା — Severity