ନିଷ୍ପିଷ୍ଟ Nishpishṭa
- ସଂ. ବିଣ. (ନିର=ନିଃଶେଷରେ+ ପିଷ୍ ଧାତୁ= ଚୂର୍ଣ୍ଣ କରିବା+ କର୍ମ. ତ) — ବିଚୂର୍ଣ୍ଣିତ — Powdered; ground to dust; pulverised
- ସଂ. ବିଣ. (ନିର=ନିଃଶେଷରେ+ ପିଷ୍ ଧାତୁ= ଚୂର୍ଣ୍ଣ କରିବା+ କର୍ମ. ତ) — ବିମର୍ଦ୍ଦିତ; ବିଦଳିତ — Pressed; trampled; crushed
- ସଂ. ବିଣ. (ନିର=ନିଃଶେଷରେ+ ପିଷ୍ ଧାତୁ= ଚୂର୍ଣ୍ଣ କରିବା+ କର୍ମ. ତ) — ଘୃଷ୍ଟ — Pounded; bruised