ନିଷ୍ପାବ Nishpāba

  • ସଂ. ବି. ନିର୍+ପୂ ଧାତୁ= ଧୂଷ ଉଡ଼ାଇବା, ପବିତ୍ର କରିବା+ ଭାବ ଅ) — ଶସ୍ୟାଦି ନିସ୍ତୁଷୀକରଣ, ଶସ୍ୟରୁ ଧୂଷ଼ ପରିଷ୍କାର କରିବା; ପାଛୁଡ଼ିବା — Winnowing or clearing the chaff from the corn
  • ସଂ. ବି. ନିର୍+ପୂ ଧାତୁ= ଧୂଷ ଉଡ଼ାଇବା, ପବିତ୍ର କରିବା+ ଭାବ ଅ) — ରାଜଶିମ୍ବୀ; ଧଳାଶିମ୍ବ — White bean, Phaseolus Radiatus (a sort of pulse)
  • ସଂ. ବି. ନିର୍+ପୂ ଧାତୁ= ଧୂଷ ଉଡ଼ାଇବା, ପବିତ୍ର କରିବା+ ଭାବ ଅ) — [ଦ୍ର—ଏହା ଏକପ୍ରକାର ଲତା ଓ ଲତାଜାତ ଛୁଇଁ। ଏହା ମଧୁରକଷାୟ, ପାଚକ ଅମ୍ଳ, ରୁକ୍ଷ, ଉଷ୍ଣବୀର୍ଯ୍ୟ, ଗୁରୁପାକ, ସାରକ, ବିଦାହୀ, ଶୁକ୍ରନାଶକ, ବାତନାଶକ, ଦୃଷ୍ଟି ହାନିକର, ମୂତ୍ରରୋଧକ, କଫ, ଶୋଥ ଓ ବିଷଦୋଷରେ ଉପକାରକ; ଏହାର ଭଜା ମଞ୍ଜି ଗୁରୁପାକ ଓ ମଳରୋଧକ।]
  • ସଂ. ବି. ନିର୍+ପୂ ଧାତୁ= ଧୂଷ ଉଡ଼ାଇବା, ପବିତ୍ର କରିବା+ ଭାବ ଅ) — (+କରଣ. ଅ) ସମୀରଣ; ପବନ — Wind
  • ସଂ. ବି. ନିର୍+ପୂ ଧାତୁ= ଧୂଷ ଉଡ଼ାଇବା, ପବିତ୍ର କରିବା+ ଭାବ ଅ) — (+କର୍ମ. ଅ) ଶସ୍ୟର ଧୁଷ ବା ଭୁଷି; କଡ଼ଙ୍ଗର; ଅଗାଡ଼ି — Chaff; husk of corn
  • ସଂ. ବି. ନିର୍+ପୂ ଧାତୁ= ଧୂଷ ଉଡ଼ାଇବା, ପବିତ୍ର କରିବା+ ଭାବ ଅ) — ନଡ଼ା — Straw
  • ସଂ. ବି. ନିର୍+ପୂ ଧାତୁ= ଧୂଷ ଉଡ଼ାଇବା, ପବିତ୍ର କରିବା+ ଭାବ ଅ) — (+କରଣ. ଅ) ସ୍ୱର୍ପବାୟୁ; କୁଲାବାଆ; ଶସ୍ୟର ତୁଷ ଉଡ଼ାଇବା ନିମନ୍ତେ କୁଲାଦ୍ୱାରା ବତାସ — Wind produced by the winnowing fan while moved for cleansing grains
  • ସଂ. ବିଣ — ନିର୍ବିକଳ୍ପ; ନିଶ୍ଚିତ — Positive; certain
  • ସଂ. ବିଣ — ପବ ବା ଗଣ୍ଠିହୀନ — Without knots or joints