ନିଷ୍ପାଦିତ Nishpādita

  • ସଂ. ବିଣ.—(ନିର୍+ ପାଦି ଧାତୁ+ କର୍ମ. ତ) — ସମ୍ପାଦିତ; ନିର୍ବାହିତ — Accomplished
  • ସଂ. ବିଣ.—(ନିର୍+ ପାଦି ଧାତୁ+ କର୍ମ. ତ) — ସମାପ୍ତ — Brought to completion; finished; concluded