ନିଷ୍ପରାକ୍ରମ Nishparākrama

  • ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ ପରାକ୍ରମ) — ପରାକ୍ରମହୀନ; ଦୁର୍ବଳ — Weak; feeble
  • ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ ପରାକ୍ରମ) — ଅକ୍ଷମ — Unfit
  • ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ ପରାକ୍ରମ) — କୃଶ — Lean