ନିଷ୍ପନ୍ନ Nishpanna

  • ସଂ. ବିଣ (ନିର୍+ ପଦ୍ ଧାତୁ= ଯିବା+ କର୍ମ. ତ) — ସମ୍ପାଦିତ; ସମ୍ପନ୍ନ; ସିଦ୍ଧ — Accomplished; brought about; effected
  • ସଂ. ବିଣ (ନିର୍+ ପଦ୍ ଧାତୁ= ଯିବା+ କର୍ମ. ତ) — ସମାପ୍ତ — Finished; ended
  • ସଂ. ବିଣ (ନିର୍+ ପଦ୍ ଧାତୁ= ଯିବା+ କର୍ମ. ତ) — ସମ୍ପୂର୍ଣ୍ଣ — Completed
  • ସଂ. ବିଣ (ନିର୍+ ପଦ୍ ଧାତୁ= ଯିବା+ କର୍ମ. ତ) — ନିବୃତ୍ତ — Concluded
  • ସଂ. ବିଣ (ନିର୍+ ପଦ୍ ଧାତୁ= ଯିବା+ କର୍ମ. ତ) — ଅବଧାରିତ; ନିଶ୍ଚିତ — Ascertained
  • ସଂ. ବିଣ (ନିର୍+ ପଦ୍ ଧାତୁ= ଯିବା+ କର୍ମ. ତ) — ପୁରସ୍କୃତ — Rewarded
  • ସଂ. ବିଣ (ନିର୍+ ପଦ୍ ଧାତୁ= ଯିବା+ କର୍ମ. ତ) — ମୀମାଂସିତ — Decided; settled; awarded; adjudicated
  • ସଂ. ବିଣ (ନିର୍+ ପଦ୍ ଧାତୁ= ଯିବା+ କର୍ମ. ତ) — ଆଦିଷ୍ଟ — Ordered; decreed
  • ସଂ. ବିଣ (ନିର୍+ ପଦ୍ ଧାତୁ= ଯିବା+ କର୍ମ. ତ) — ଉତ୍ପନ୍ନ — Produced; derived
  • ସଂ. ବିଣ (ନିର୍+ ପଦ୍ ଧାତୁ= ଯିବା+ କର୍ମ. ତ) — ଅଚଳ — Motionless
  • ସଂ. ବିଣ (ନିର୍+ ପଦ୍ ଧାତୁ= ଯିବା+ କର୍ମ. ତ) — ରଚିତ — Formed; composed