ନିଷ୍ପତ୍ତି Nishpatti
- ସଂ. ବି. (ନିର୍+ ପଦ୍ ଧାତୁ= ଗମନ କରିବା+ ଭାବ. ତି) — ସମାପ୍ତି — Completion; accomplishment
- ସଂ. ବି. (ନିର୍+ ପଦ୍ ଧାତୁ= ଗମନ କରିବା+ ଭାବ. ତି) — ସିଦ୍ଧି — Success
- ସଂ. ବି. (ନିର୍+ ପଦ୍ ଧାତୁ= ଗମନ କରିବା+ ଭାବ. ତି) — ସିଦ୍ଧାନ୍ତ; ମୀମାଂସା; ଫଏସଲା — Final adjudication; settlement; decision; decree; award
- ସଂ. ବି. (ନିର୍+ ପଦ୍ ଧାତୁ= ଗମନ କରିବା+ ଭାବ. ତି) — ଅବଧାରଣ; ନିଶ୍ଚୟ — Ascertainment; determination
- ସଂ. ବି. (ନିର୍+ ପଦ୍ ଧାତୁ= ଗମନ କରିବା+ ଭାବ. ତି) — ନିର୍ବାହ — Finishing; carrying on; management
- ସଂ. ବି. (ନିର୍+ ପଦ୍ ଧାତୁ= ଗମନ କରିବା+ ଭାବ. ତି) — ଉତ୍ପତ୍ତି — Birth
- ସଂ. ବି. (ନିର୍+ ପଦ୍ ଧାତୁ= ଗମନ କରିବା+ ଭାବ. ତି) — ଆଦେଶ — Injunction; precept; ordinance; order
- ସଂ. ବି. (ନିର୍+ ପଦ୍ ଧାତୁ= ଗମନ କରିବା+ ଭାବ. ତି) — ପୂରଣ — Filling up
- ସଂ. ବି. (ନିର୍+ ପଦ୍ ଧାତୁ= ଗମନ କରିବା+ ଭାବ. ତି) — ନିର୍ଗଳନ; ନିର୍ଗମନ — Going out; issuing forth
- ସଂ. ବି. (ନିର୍+ ପଦ୍ ଧାତୁ= ଗମନ କରିବା+ ଭାବ. ତି) — ପୁରସ୍କାର — Reward
- ସଂ. ବି. (ନିର୍+ ପଦ୍ ଧାତୁ= ଗମନ କରିବା+ ଭାବ. ତି) — ଅନୁପାତ — Ratio
- ସଂ. ବି. (ନିର୍+ ପଦ୍ ଧାତୁ= ଗମନ କରିବା+ ଭାବ. ତି) — ଚୁକ୍ତି — Agreement; contract