ନିଷ୍ପତନ Nishpatana

  • ସଂ. ବି. (ନିର୍= ବାହାରକୁ+ ପତ୍ ଧାତୁ= ପଡ଼ିବା+ ଭାବ. ଅନ) — ନିର୍ଗମନ; ନିଃସରଣ; ନିଷ୍କ୍ରିମଣ — Issuing forth