ନିଷ୍ପଙ୍କ Nishpaṇka

  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ ପଙ୍କ) — ପଙ୍କରହିତ — Free from filth or mud
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ ପଙ୍କ) — ବିମଳ; ନିର୍ମଳ — Clean
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ ପଙ୍କ) — ପବିତ୍ର — Pure