ନିଷ୍ଠ Nishṭha
- ସଂ. ବିଣ. ପୁଂ (ନି= ନିଶ୍ଚୟରୂପେ+ ସ୍ଥା ଧାତୁ+ କର୍ତ୍ତୃ. ଅ) — ସ୍ଥିତ — Established; fixed
- ସଂ. ବିଣ. ପୁଂ (ନି= ନିଶ୍ଚୟରୂପେ+ ସ୍ଥା ଧାତୁ+ କର୍ତ୍ତୃ. ଅ) — ଅବସ୍ଥାପିତ — Situated; placed
- ସଂ. ବିଣ. ପୁଂ (ନି= ନିଶ୍ଚୟରୂପେ+ ସ୍ଥା ଧାତୁ+ କର୍ତ୍ତୃ. ଅ) — ବିଶ୍ୱସ୍ତ — Trusted; trusty
- ସଂ. ବିଣ. ପୁଂ (ନି= ନିଶ୍ଚୟରୂପେ+ ସ୍ଥା ଧାତୁ+ କର୍ତ୍ତୃ. ଅ) — ଆସକ୍ତ; ପରାୟଣ; ଅଭିନିବିଷ୍ଟ; ନିଷ୍ଠାବାନ୍ — Devoted to; bent on; attached to
- ସଂ. ବିଣ. ପୁଂ (ନି= ନିଶ୍ଚୟରୂପେ+ ସ୍ଥା ଧାତୁ+ କର୍ତ୍ତୃ. ଅ) — ତତ୍ପର — Prompt; diligent; sedulous
- ସଂ. ବିଣ. ପୁଂ (ନି= ନିଶ୍ଚୟରୂପେ+ ସ୍ଥା ଧାତୁ+ କର୍ତ୍ତୃ. ଅ) — ଧାର୍ମିକ — Religious
- ସଂ. ବିଣ. ପୁଂ (ନି= ନିଶ୍ଚୟରୂପେ+ ସ୍ଥା ଧାତୁ+ କର୍ତ୍ତୃ. ଅ) — ନ୍ୟାୟପରାୟଣ — Upright
- ସଂ. ବିଣ. ପୁଂ (ନି= ନିଶ୍ଚୟରୂପେ+ ସ୍ଥା ଧାତୁ+ କର୍ତ୍ତୃ. ଅ) — ମଗ୍ନ — Sunk; immersed
- ସଂ. ବିଣ. ପୁଂ (ନି= ନିଶ୍ଚୟରୂପେ+ ସ୍ଥା ଧାତୁ+ କର୍ତ୍ତୃ. ଅ) — [ଦ୍ର—ଏହି ଶବ୍ଦ ସମାସରେ ଅନ୍ୟ ଶବ୍ଦ ପରେ ଯୁକ୍ତ ହୋଇ ବ୍ୟବହୃତ ହୁଏ। ନ୍ୟାୟ, କର୍ମ, ଧର୍ମ ଆଦି ଶବ୍ଦ ପରେ ତତ୍ତତ୍ ବିଷୟ ପ୍ରତି ନିଷ୍ଠାବାନ୍ ବା ଶ୍ରଦ୍ଧାବାନ୍ ଏହି ଅର୍ଥରେ ପୁଂଲିଙ୍ଗରେ ଏହି ଶବ୍ଦମାନଙ୍କ ସଙ୍ଗେ ଯୁକ୍ତ ହୁଏ। ଯଥା—କର୍ମନିଷ୍ଠ, ନ୍ୟାୟନିଷ୍ଠ, ଧର୍ମନିଷ୍ଠ, ଆଚାରନିଷ୍ଠ, ସ୍ୱାମିନିଷ୍ଟ, କର୍ତ୍ତବ୍ୟନିଷ୍ଠ।]