ନିଷ୍ଠାନ Nishṭhāna

  • ସଂ. ବି.—(ନି+ ସ୍ଥା ଧାତୁ+ ଅଧି. ଅନ) — ବ୍ୟଞ୍ଜନର ଉପକରଣ; ତିଅଣର ମସଲା — Condiments
  • ସଂ. ବି.—(ନି+ ସ୍ଥା ଧାତୁ+ ଅଧି. ଅନ) — ଚଟୁଣୀ — Sauce; pickle
  • ସଂ. ବି.—(ନି+ ସ୍ଥା ଧାତୁ+ ଅଧି. ଅନ) — ବ୍ୟଞ୍ଜନ; ତରକାରୀ; ତିଅଣ — Curry
  • ସଂ. ବି.—(ନି+ ସ୍ଥା ଧାତୁ+ ଅଧି. ଅନ) — (ନି+ ସ୍ଥା ଧାତୁ+ ଭାବ. ଅନ)—ମୃତ୍ୟୁ — Death; dissolution