ନିଷ୍ଟ୍ Nishṭ

  • ଗ୍ରା. ବି.—(ଇଂ. ଲିଷ୍ଟ୍) — ନିର୍ଦ୍ଧାରିତ ଦୃଢ଼ ନିୟମ — Fixed rule
  • ଗ୍ରା. ବି.—(ଇଂ. ଲିଷ୍ଟ୍) — ନିୟମାଧୀନତା — Regularity
  • ଗ୍ରା. ବି.—(ଇଂ. ଲିଷ୍ଟ୍) — ତାଲିକା — A list or schedule
  • ଗ୍ରା. ବି.—(ଇଂ. ଲିଷ୍ଟ୍) — ନିର୍ଦ୍ଧାରିତ ସମୟ — Fixed time
  • ଗ୍ରା. ବି.—(ଇଂ. ଲିଷ୍ଟ୍) — (କଚିରିଆ) ଶୁଣାଣି ତାରିଖରେ ଅଦାଲତ ଯେଉଁ ଯେଉଁ ମକଦମାମାନ ଶୁଣିବେ ତହିଁର ତାଲିକା — Daily cause list of cases to be heard by a court