ନିଷ୍ଠ୍ୟୁତ Nishṭhyūta
- ସଂ. ବି. (ନି+ ଷ୍ଠୀବ୍ ଧାତୁ= ଛେପ ପକାଇବା+ କର୍ମ. ତ) — ପ୍ରେରିତ — Sent
- ସଂ. ବି. (ନି+ ଷ୍ଠୀବ୍ ଧାତୁ= ଛେପ ପକାଇବା+ କର୍ମ. ତ) — ନିକ୍ଷିପ୍ତ — Cast out
- ସଂ. ବି. (ନି+ ଷ୍ଠୀବ୍ ଧାତୁ= ଛେପ ପକାଇବା+ କର୍ମ. ତ) — ଉଦ୍ଗୀର୍ଣ୍ଣ — Vomitted
- ସଂ. ବି. (ନି+ ଷ୍ଠୀବ୍ ଧାତୁ= ଛେପ ପକାଇବା+ କର୍ମ. ତ) — ଛେପ ପକା ଯାଇଥିବା; ପାଟିରୁ କଢ଼ା ଯାଇଥିବା; ପାଟି କଢ଼ା — Spit out
- ସଂ. ବି. (ନି+ ଷ୍ଠୀବ୍ ଧାତୁ+ ଭାବ. ତ) — ଛେପ ପକାଇବା — Act of spitting out