ନିଷ୍ଠୁର Nishṭhura

  • ସଂ. ବିଣ. (ନି+ସ୍ଥା ଧାତୁ+ କର୍ତ୍ତୃ. ଉର) — କ୍ରୂର — Cruel
  • ସଂ. ବିଣ. (ନି+ସ୍ଥା ଧାତୁ+ କର୍ତ୍ତୃ. ଉର) — ନୃଶଂସ — Inhuman
  • ସଂ. ବିଣ. (ନି+ସ୍ଥା ଧାତୁ+ କର୍ତ୍ତୃ. ଉର) — ନିର୍ଦ୍ଦୟ; ନିଦାରୁଣ — Unfeeling; merciless; hard hearted; ruthless
  • ସଂ. ବିଣ. (ନି+ସ୍ଥା ଧାତୁ+ କର୍ତ୍ତୃ. ଉର) — କଠିନ; ପରୁଷ; କର୍କଶ — 3. Harsh; hard
  • ସଂ. ବିଣ. (ନି+ସ୍ଥା ଧାତୁ+ କର୍ତ୍ତୃ. ଉର) — କଠୋର — Rough; severe; coarse
  • ସଂ. ବିଣ. (ନି+ସ୍ଥା ଧାତୁ+ କର୍ତ୍ତୃ. ଉର) — ହୃଦୟବିଦାରକ — Heart-rending
  • ସଂ. ବିଣ. (ନି+ସ୍ଥା ଧାତୁ+ କର୍ତ୍ତୃ. ଉର) — ବର୍ବର — Barbarous; rude
  • ସଂ. ବି. (ନି+ ସ୍ଥା ଧାତୁ+ ଭାବ. ଉର) — କଠୋର ବଚନ — Harsh words; heart-rending or cruel words
  • ସଂ. ବି. (ନି+ ସ୍ଥା ଧାତୁ+ ଭାବ. ଉର) — ଜୀବନ ହରିଲୁ ଆମ୍ଭର ଏବେ ତ କହିଲୁ ନିଷ୍ଠୁର। ଜଗନ୍ନାଥ, ଭାଗବତ।
  • ସଂ. ବି. (ନି+ ସ୍ଥା ଧାତୁ+ ଭାବ. ଉର) — ଅଶ୍ଳୀଳ ବାକ୍ୟ — Indecent words; obscene language