ନିଷ୍ଠୀବ Nishṭhība

  • ସଂ. ବି. (ନି+ ଷ୍ଠୀବ୍ ଧାତୁ= ଛେପ ପକାଇବା+ କର୍ମ. ଅ) — (+କର୍ମ. ଅ) ଛେପ; ପାଟିର ନାଳ ଆଦି; ଖଙ୍କାର; ମୁଖ କଣ୍ଠ ନିର୍ଗତ ଶ୍ଲେଷ୍ମାଦି; ଥୁକ — Spitted phlegm; spit; saliva
  • ସଂ. ବି. (ନି+ ଷ୍ଠୀବ୍ ଧାତୁ= ଛେପ ପକାଇବା+ କର୍ମ. ଅ) — (+ଭାବ. ଅ) ଛେପ ପକାଇବା; ଥୁକିବା — Act of spitting
  • ସଂ. ବି. (ନି+ ଷ୍ଠୀବ୍ ଧାତୁ= ଛେପ ପକାଇବା+ କର୍ମ. ଅ) — ଉଦ୍ଗୀରଣ; ବମନ — Vomiting
  • ସଂ. ବି. (ନି+ ଷ୍ଠୀବ୍ ଧାତୁ= ଛେପ ପକାଇବା+ କର୍ମ. ଅ) — (+କରଣ. ଅ) ଯେଉଁ ଔଷଧ ଦ୍ୱାରା ପାଟିରୁ ଖୁବ୍ ଛେପ ଓ ଖଙ୍କାର ବାହାରେ (ହି. ଶବ୍ଦସାଗର) — Expectorative medicine