ନିଷ୍ଠିତ Nishṭhita

  • ସଂ. ବିଣ. (ନି+ସ୍ଥା ଧାତୁ+ କର୍ମ. ତ) — ସ୍ଥାପିତ; ପ୍ରତିଷ୍ଠିତ — Established
  • ସଂ. ବିଣ. (ନି+ସ୍ଥା ଧାତୁ+ କର୍ମ. ତ) — ନିଷ୍ଠାପର — Religiously devoted to a matter
  • ସଂ. ବିଣ. (ନି+ସ୍ଥା ଧାତୁ+ କର୍ମ. ତ) — ନିଶ୍ଚିତ — Certain
  • ସଂ. ବିଣ. (ନି+ସ୍ଥା ଧାତୁ+ କର୍ମ. ତ) — ଦୃଢ଼ ଭକ୍ତିଯୁକ୍ତ — Deeply and religiously devoted
  • ସଂ. ବିଣ. (ନି+ସ୍ଥା ଧାତୁ+ କର୍ମ. ତ) — ନିବିଷ୍ଟ; ଅନୁରକ୍ତ — Devoted; attached
  • ସଂ. ବିଣ. (ନି+ସ୍ଥା ଧାତୁ+ କର୍ମ. ତ) — ଅବଗାହିତ — Immersed; plunged into