ନିଷ୍କ Nishka
- ସଂ. ବି. ପୁଂ ଓ କ୍ଳୀ (ନିର୍+କୈ ଧାତୁ= ଦୀପ୍ତିପାଇବା+କର୍ତ୍ତୃ. ଅ; ନିପାତନ) — ସ୍ୱର୍ଣ୍ଣମୁଦ୍ରା; ମୋହର — Gold coin; gold mohar
- ସଂ. ବି. ପୁଂ ଓ କ୍ଳୀ (ନିର୍+କୈ ଧାତୁ= ଦୀପ୍ତିପାଇବା+କର୍ତ୍ତୃ. ଅ; ନିପାତନ) — ଦୀନାର୍; 32 ରତିପରିମିତ ସ୍ୱର୍ଣ୍ଣ — ଦୀନାର୍;3ରତିପରିମିତ ସ୍ୱର୍ଣ୍ଣ— . Gold weighing 3 Ratis
- ସଂ. ବି. ପୁଂ ଓ କ୍ଳୀ (ନିର୍+କୈ ଧାତୁ= ଦୀପ୍ତିପାଇବା+କର୍ତ୍ତୃ. ଅ; ନିପାତନ) — 108 ମଷା ସୁବର୍ଣ୍ଣର ପରିମାଣ — 108ମଷା ସୁବର୍ଣ୍ଣର ପରିମାଣ— . Gold weighing 108 Mashās
- ସଂ. ବି. ପୁଂ ଓ କ୍ଳୀ (ନିର୍+କୈ ଧାତୁ= ଦୀପ୍ତିପାଇବା+କର୍ତ୍ତୃ. ଅ; ନିପାତନ) — 16 କାହାଣ କଉଡ଼ି ପରିମାଣ — 16କାହାଣ କଉଡ଼ି ପରିମାଣ— . A sum equal to 16 Kāhāṇas of cowries or shell-money
- ସଂ. ବି. ପୁଂ ଓ କ୍ଳୀ (ନିର୍+କୈ ଧାତୁ= ଦୀପ୍ତିପାଇବା+କର୍ତ୍ତୃ. ଅ; ନିପାତନ) — ସୁବର୍ଣ୍ଣ — Gold
- ସଂ. ବି. ପୁଂ ଓ କ୍ଳୀ (ନିର୍+କୈ ଧାତୁ= ଦୀପ୍ତିପାଇବା+କର୍ତ୍ତୃ. ଅ; ନିପାତନ) — ସ୍ୱର୍ଣ୍ଣର ଉରୋଭୂଷଣ — A gold ornament for the breast
- ସଂ. ବି. ପୁଂ ଓ କ୍ଳୀ (ନିର୍+କୈ ଧାତୁ= ଦୀପ୍ତିପାଇବା+କର୍ତ୍ତୃ. ଅ; ନିପାତନ) — ସ୍ୱର୍ଣ୍ଣର କଣ୍ଠଭୂଷଣ — A gold ornament for the neck
- ସଂ. ବି. ପୁଂ ଓ କ୍ଳୀ (ନିର୍+କୈ ଧାତୁ= ଦୀପ୍ତିପାଇବା+କର୍ତ୍ତୃ. ଅ; ନିପାତନ) — ଚାରି ମଷା ଓଜନ — A standard weight of 4 Mashās
- ସଂ. ବି. ପୁଂ ଓ କ୍ଳୀ (ନିର୍+କୈ ଧାତୁ= ଦୀପ୍ତିପାଇବା+କର୍ତ୍ତୃ. ଅ; ନିପାତନ) — ସ୍ୱର୍ଣ୍ଣପାତ୍ର (ହି. ଶ.) — Golden utensil
- ସଂ. ବି. ପୁଂ ଓ କ୍ଳୀ (ନିର୍+କୈ ଧାତୁ= ଦୀପ୍ତିପାଇବା+କର୍ତ୍ତୃ. ଅ; ନିପାତନ) — ହୀରା (ହି. ଶ.) — Diamond