ନିଷ୍କଣ୍ଟକ ହେବା Nishkaṇṭaka hebā

  • ଦେ. କ୍ରି — ଶତ୍ରୁଶୂନ୍ୟ ହେବା; ବାଧାଶୂନ୍ୟ ହେବା — To be free from enemies
  • ଦେ. କ୍ରି — ନିକଟରେ ତୁମ୍ଭେ ତ ନିଷ୍କଣ୍ଟକ ହୋଇ ହେବ କୁରୁ ରାଜ୍ୟଯାକରେ ନରସାଇଁ । କୃଷ୍ଣସିଂହ ମହାଭାରତ, ବନ ।