ନିଷ୍କଣ୍ଟକ Nishkṇṭaka
- ସଂ. ବିଣ (ବହୁବ୍ରୀହି; ନିର୍= ନାହିଁ+କଣ୍ଟକ= ବାଧା) — କଣ୍ଟକରହିତ; ଅକଣ୍ଟା — Thornless
- ସଂ. ବିଣ (ବହୁବ୍ରୀହି; ନିର୍= ନାହିଁ+କଣ୍ଟକ= ବାଧା) — ଶତ୍ରୁଶୂନ୍ୟ — Free from enemies
- ସଂ. ବିଣ (ବହୁବ୍ରୀହି; ନିର୍= ନାହିଁ+କଣ୍ଟକ= ବାଧା) — ନିର୍ଦ୍ଦ୍ୱନ୍ଦ୍ୱ — Undisputed
- ସଂ. ବିଣ (ବହୁବ୍ରୀହି; ନିର୍= ନାହିଁ+କଣ୍ଟକ= ବାଧା) — ପ୍ରତିବନ୍ଧକରହିତ; ବାଧାହୀନ; ନିର୍ବିଘ୍ନ — Free from obstacles or impedements
- ସଂ. ବିଣ (ବହୁବ୍ରୀହି; ନିର୍= ନାହିଁ+କଣ୍ଟକ= ବାଧା) — ନିରୁପଦ୍ରବ — Painless; free from trouble or danger
- ସଂ. ବିଣ (ବହୁବ୍ରୀହି; ନିର୍= ନାହିଁ+କଣ୍ଟକ= ବାଧା) — ନିରାପଦ — Safe
- ସଂ. ବିଣ (ବହୁବ୍ରୀହି; ନିର୍= ନାହିଁ+କଣ୍ଟକ= ବାଧା) — ପ୍ରତିଦ୍ୱନ୍ଦିଶୂନ୍ୟ — Having no rival; unrivalled