ନିଷ୍କ୍ରମଣ Nishkramaṇa

  • ସଂ. ବି. (ନିର୍=ବାହାରକୁ+ କ୍ରମ୍ ଧାତୁ= ଗମନ କରିବା+ ଭାବ. ଅନ) — ବହିର୍ଗମନ — Coming out; going out
  • ସଂ. ବି. (ନିର୍=ବାହାରକୁ+ କ୍ରମ୍ ଧାତୁ= ଗମନ କରିବା+ ଭାବ. ଅନ) — ପ୍ରସ୍ଥାନ — Departure
  • ସଂ. ବି. (ନିର୍=ବାହାରକୁ+ କ୍ରମ୍ ଧାତୁ= ଗମନ କରିବା+ ଭାବ. ଅନ) — ଶିଶୁର ଜନ୍ମହେବାର 4 ର୍ଥ ମାସରେ କର୍ତ୍ତବ୍ୟ—ଶିଶୁର ସୂତିକାଗୃହରୁ ବାହାରକୁ ଆସିବା ଉପଲକ୍ଷେ କରାଯିବା— ସଂସ୍କାରବିଶେଷ — ଶିଶୁର ଜନ୍ମହେବାର4ର୍ଥ ମାସରେ କର୍ତ୍ତବ୍ୟ—ଶିଶୁର ସୂତିକାଗୃହରୁ ବାହାରକୁ ଆସିବା ଉପଲକ୍ଷେ କରାଯିବା— ସଂସ୍କାରବିଶେଷ—. A ceremony performed on the 4th month of a child's birth on the occasion of its being taken out of the lying-in room
  • ସଂ. ବି. (ନିର୍=ବାହାରକୁ+ କ୍ରମ୍ ଧାତୁ= ଗମନ କରିବା+ ଭାବ. ଅନ) — ନିର୍ଗମ; ବହିର୍ଗମନ ଦ୍ୱାର — Outlet; exit