ନିଷ୍କୋଷ Nishkosha
- ସଂ. ବି. (ନିର୍= ବାହାରକୁ+ କୁଶ୍ ଧାତୁ= ବାହାର କରିବା + ଭାବ. ଅ) — ବହିଷ୍କରଣ — Expelling; drawing forth
- ସଂ. ବି. (ନିର୍= ବାହାରକୁ+ କୁଶ୍ ଧାତୁ= ବାହାର କରିବା + ଭାବ. ଅ) — ବହିର୍ନିଃସାରଣ — Pulling out
- ସଂ. ବି. (ନିର୍= ବାହାରକୁ+ କୁଶ୍ ଧାତୁ= ବାହାର କରିବା + ଭାବ. ଅ) — କୋଷମୁକ୍ତକରଣ — Unsheathing
- ସଂ. ବିଣ (ନିର୍+ କୁଶ୍ ଧାତୁ= ବାହାରକରିବା+ କର୍ମ. ଅ) — ବହିଷ୍କୃତ — Driven out; expelled
- ସଂ. ବିଣ (ନିର୍+ କୁଶ୍ ଧାତୁ= ବାହାରକରିବା+ କର୍ମ. ଅ) — ନିଷ୍କାଶିତ — Drawn or pulled out from the sheath