ନିଷ୍କୁଷିତ Nishkushita
- ସଂ. ବିଣ. (ନିର୍+କୁଷ୍ ଧାତୁ= ନିର୍ଗତ କରିବା+କର୍ମ. ତ) — ନିଷ୍କାଶିତ; ଦୂରୀକୃତ — Expelled; banished; driven out
- ସଂ. ବିଣ. (ନିର୍+କୁଷ୍ ଧାତୁ= ନିର୍ଗତ କରିବା+କର୍ମ. ତ) — ଗତ — Departed
- ସଂ. ବିଣ. (ନିର୍+କୁଷ୍ ଧାତୁ= ନିର୍ଗତ କରିବା+କର୍ମ. ତ) — ନିଃସାରିତ — Drawn out
- ସଂ. ବିଣ. (ନିର୍+କୁଷ୍ ଧାତୁ= ନିର୍ଗତ କରିବା+କର୍ମ. ତ) — ଆକୃଷ୍ଟ — Drawn; attracted
- ସଂ. ବିଣ. (ନିର୍+କୁଷ୍ ଧାତୁ= ନିର୍ଗତ କରିବା+କର୍ମ. ତ) — ନିସ୍ତ୍ୱଚୀକୃତ; ଚମଡ଼ା ଉତରା ଯାଇଥିବା — Flayed; skinned
- ସଂ. ବିଣ. (ନିର୍+କୁଷ୍ ଧାତୁ= ନିର୍ଗତ କରିବା+କର୍ମ. ତ) — ବହିର୍ଗତ — 5. Issued
- ସଂ. ବିଣ. (ନିର୍+କୁଷ୍ ଧାତୁ= ନିର୍ଗତ କରିବା+କର୍ମ. ତ) — କ୍ଷତବିକ୍ଷତ — Wounded
- ସଂ. ବିଣ. (ନିର୍+କୁଷ୍ ଧାତୁ= ନିର୍ଗତ କରିବା+କର୍ମ. ତ) — ଖଣ୍ଡିତ — Cut