ନିଷ୍କୁଳ Nishkuḻa

  • ସଂ. ବିଣ (ନିର୍=ନାହିଁ+କୁଳ=ସପିଣ୍ଡାଦି, ବିଂଶ, ବହୁବ୍ରୀହି) — ନିର୍ବଂଶ; କୁଳରହିତ; ଜ୍ଞାତିହୀନ — Having no family or agnates; having no family connection
  • ସଂ. ବିଣ (ନିର୍=ନାହିଁ+କୁଳ=ସପିଣ୍ଡାଦି, ବିଂଶ, ବହୁବ୍ରୀହି) — ନିରବୟବ — Limbless
  • ସଂ. ବିଣ (ନିର୍=ନାହିଁ+କୁଳ=ସପିଣ୍ଡାଦି, ବିଂଶ, ବହୁବ୍ରୀହି) — କୁଳଚ୍ୟୁତ — Expelled from the family
  • ସଂ. ବିଣ (ନିର୍=ନାହିଁ+କୁଳ=ସପିଣ୍ଡାଦି, ବିଂଶ, ବହୁବ୍ରୀହି) — ବିଷୟତ୍ୟାଗୀ; ସଂସାରତ୍ୟାଗୀ — One who has renounced the world